Skip to main content
Draghima Studio | ଦ୍ରାଘିମା  avatar

Draghima Studio | ଦ୍ରାଘିମା

@draghimastudio

1,108

구독자

Advertisement
PostWhatsAppReddit
Advertisement

조회수

30,284

동영상

28

API

1,100

2K

892
Advertisement

실시간 YouTube 구독자 수 카운터

Loading Advanced Analytics...

Advertisement

Draghima Studio | ଦ୍ରାଘିମା

ଜଣେ କଳାକାର ପାଇଁ କଳା ତା'ର କଳାଠାକୁର ଏବଂ ଅଭିନୟ ତା' ପାଇଁ ନିର୍ମାଲ୍ୟ। ଓଡିଶା ର ସଂସ୍କୃତି ଏବଂ ପରଂପରା କଳା ଏବଂ କଳାକାର ଉଭୟ ର ସମ୍ମାନ କରେ। ଗ୍ରାମଂଚଳରୁ ସହରାଞ୍ଚଳ ତଥା ବାଳୁତରୁ ବାର୍ଧକ୍ୟ ଯାଏଁ ଓଡ଼ିଶା ର ଘରେ ଘରେ ଓଡିଆ ସିନେମା, ସିରିୟଲ୍, କାହାଣୀ, ଆଲବମ୍, କମେଡି, ଟେଲି ଫିଲିମ୍ ତଥା କ୍ଷୁଦ୍ର ଚଳଚିତ୍ରର ନିତିଦିନିଆ ମହତ୍ବ ରହିଛି। ବିଶେଷତଃ ଆଜି ଓଡ଼ିଶା ର ଘରେ ଘରେ ଟେଲିଭିଜନ ଆଉ ମୋବାଇଲ୍। ଅତଃ ଏତିକି କହିବା ଭୁଲ୍ ହବନି ଯେ ଆଜି ପ୍ରତ୍ଯେକ ଘରେ ଆଈ ମାଁ ଠାରୁ ନାତି ଟୋକା ପର୍ଯ୍ୟନ୍ତ ସମସ୍ତେ ୟୁଟ୍ୟୁବର ବ୍ଯବହାର ଜାଣିଲେନି। ଆମ ଚ୍ଯାନେଲ୍ "ଦ୍ରାଘିମା ପ୍ରଡକ୍ସନ" ଓଡ଼ିଶାର ଅଗଣିତ ସିନେମା ପ୍ରେମୀ ଏବଂ କଳାପ୍ରେମୀ ଦର୍ଶକ ମାନଂକୁ ଆପ୍ଯାୟିତ କରିବା ନିମନ୍ତେ ଏକ କ୍ଷୁଦ୍ର ପ୍ରୟାସ ମାତ୍ର। କିଛି ଗ୍ରାମଂଚଳୀୟ କଳାପିପାଷୁ ଏବଂ ଉତ୍ସାହୀ କଳାକାର ମାନଂକୁ ନେଇ ଆମ ଚ୍ଯାନେଲ୍ ଦ୍ବାରା ଆପଣମାନଙ୍କ ପୂର୍ଣ୍ଣ ମନୋରଞ୍ଜନ କରାଇବା ଆମର ମୂଖ୍ଯ ଉଦ୍ଦେଶ୍ଯ। ଏହି ଚ୍ଯାନେଲ୍ ମାଧ୍ୟମରେ ଆପଣମାନେ ଓଡ଼ିଆ କମେଡି, କ୍ଷୁଦ୍ର ଚଳଚିତ୍ର, ଆଲବମ୍, ଭୂତପ୍ରେତ ଭଳି ଭୟଙ୍କର କ୍ଷୁଦ୍ର ଚଳଚିତ୍ର ତଥା ସିରିୟଲ୍, ରୋମାଣ୍ଟିକ କ୍ଷୁଦ୍ର କାହାଣୀ, ଏଥି ସହିତ ଅନେକ ମନୋରଞ୍ଜନ ଭିଡିଓ ଦେଖିପାରିବେ।

ଏକ କ୍ଷୁଦ୍ର ଅନୁରୋଧ। ଦୟାକରି ଆମ ଚ୍ଯାନେଲ୍ କୁ ସବସ୍କ୍ରାଇବ କରନ୍ତୁ।

ଧନ୍ଯବାଦ।

Advertisement

Embed

YouTube 구독자 수, 조회수, 크리에이터 비교, 마일스톤을 실시간으로 추적하고 사용자명을 빠르게 검색하세요.

동영상

Sir Ame Rank Hebu #comedy #odiacomedyshorts #funny #funnyshorts #funnycomedyshorts

Uploaded

416

조회수

8

Likes

0

Comments

Advertisement

About RealtimeSubCount.com

YouTube 구독자 수, 조회수, 크리에이터 비교, 마일스톤을 실시간으로 추적하고 사용자명을 빠르게 검색하세요.

FAQ

YouTube 구독자 수, 조회수, 크리에이터 비교, 마일스톤을 실시간으로 추적하고 사용자명을 빠르게 검색하세요.

YouTube 구독자 수, 조회수, 크리에이터 비교, 마일스톤을 실시간으로 추적하고 사용자명을 빠르게 검색하세요.

YouTube 구독자 수, 조회수, 크리에이터 비교, 마일스톤을 실시간으로 추적하고 사용자명을 빠르게 검색하세요.